ଆତଙ୍କବାଦୀଙ୍କ ଆଗରେ ମଥାନତ କରନ୍ତୁ ନାହିଁ : ଡଚ୍‌ ସାଂସଦ

ନୂଆଦିଲ୍ଲୀ: ଆତଙ୍କବାଦୀମାନଙ୍କ ଆଗରେ ମଥାନତ ନ କରି ନୂପୁର ଶର୍ମାଙ୍କୁ ସମର୍ଥନ କରିବା ଲାଗି ନେଦର୍‌ଲାଣ୍ଡ୍‌ସ୍‌ର କଠୋର ଦକ୍ଷିଣପନ୍ଥୀ ନେତା ଗିର୍ଟ ୱାଇଲ୍‌ଡର୍ସ କହିଛନ୍ତି। ଟୁଇଟ୍‌ କରି ସେ କହିଛନ୍ତି, ବର୍ବରତାର ପ୍ରତିନିଧିତ୍ବ କରୁଥିବା ‘ଅଲ୍‌-କାଏଦା’ ଭଳି ଇସ୍‌ଲାମୀୟ ଆତଙ୍କବାଦୀମାନଙ୍କ ସମ୍ମୁଖରେ ମଥାନତ କରନ୍ତୁ ନାହିଁ। ସମଗ୍ର ଭାରତୀୟ ଏବେ ନୂପୁର ଶର୍ମାଙ୍କୁ ସମର୍ଥନ କରିବା ଉଚିତ। ଅନେକ ବର୍ଷ ପୂର୍ବେ ‘ଅଲ୍‌-କାଏଦା’ ଏବଂ ‘ତାଲିବାନ୍‌’ ମତେ ସେମାନଙ୍କ ‘ହିଟ୍‌ଲିଷ୍ଟ୍‌’ରେ … Continue reading ଆତଙ୍କବାଦୀଙ୍କ ଆଗରେ ମଥାନତ କରନ୍ତୁ ନାହିଁ : ଡଚ୍‌ ସାଂସଦ